ମୁଖ୍ୟମନ୍ତ୍ରୀଙ୍କ ଘୋଷଣାମହାନ ଜନନାୟକ ବିଜୁବାବୁ ଚାହୁଁଥିଲେ ଏକ ସଶକ୍ତ ଓଡ଼ିଶା। ସେହି ଦିଗରେ ମେଟ୍ରୋ ରେଳ ପ୍ରକଳ୍ପ ଏକ ବହୁତ ବଡ଼ ପଦକ୍ଷେପ ହେବ। ଏହା ଏକ...
Year: 2023
କେନ୍ଦୁଝର ସହରର ମୁଖ୍ୟ ରାସ୍ତାରେ ଥିବା ଡେଲି ମାର୍କେଟରେ ସୋମବାର ପ୍ରତ୍ୟୁଷରୁ ନିଆଁଲାଗି ୨୫ରୁ ଅଧିକ ଦୋକାନ ପଡ଼ିଯାଇଛି ଏହି ନିଆଁକୁ ପ୍ରାୟ ୩ ଘଣ୍ଟା ପରେ...
ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଉତ୍କଳ ଦିବସ ଉତ୍ସବ ଏବଂ ପୁରସ୍କାର ବିତରଣ ସମାରୋହ ଅପ୍ରେଲ ୧ ତାରିଖରେ ସିଭିକ୍ ସେଣ୍ଟର ଠାରେ ଆୟୋଜିତ ହୋଇଯାଇଛି। ଏଥିରେ...
ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲାରେ ଓଡ଼ିଶା ରାଜ୍ୟ ପ୍ରତିଷ୍ଠା ଦିବସର ଶୁଭ ଉତ୍ସବ ପାଳନ କରିଛି। ଏହି ଅବସରରେ ଏନ୍.ଆଇ.ଟି. , ରାଉରକେଲା ଅନ୍ତର୍ଭୁକ୍ତ ଉତ୍କଳ ଦିବସ...
ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ଆନୁକୂଲ୍ୟରେ ଉତ୍କଳ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଆଲୋଚନା ସଭାରେ ଶାଖା ସଭାପତି ସୁଦାମ ଚନ୍ଦ୍ର ଦାଶଙ୍କ ସଭାପତି ଅଭିଭାଷଣରେ ବକ୍ତବ୍ୟ...
ଅପ୍ରେଲ ୧ ତାରିଖରେ ଅବଶିଷ୍ଟ ରାଜ୍ୟବାସୀଙ୍କ ସହିତ ରାଉରକେଲା ଇସ୍ପାତ କାରଖାନା ପବିତ୍ର ଉତ୍କଳ ଦିବସ ପାଳନରେ ସାମିଲ ହୋଇଥିଲା। ଏହି ଅବସରରେ ରାଉରକେଲା ଇସ୍ପାତ କାରଖାନାର...
ଉତ୍କଳ ଦିବସ ଏବଂ ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ସହରର ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ମିଳିତ...
ଖପ୍ରାଖୋଲରୁ ୪୭୬ ବୋତଲ କଫ ସିରପ ଜବତ: ଜଣେ ଅଭିଯୁକ୍ତ ଫେରାରବଲାଙ୍ଗୀର ଜିଲ୍ଲାରେ କଫ ସିରଫ କାରବାର ବନ୍ଦ ନେଇ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ଆସୁଛି...
ରାଉରକେଲାର ଆଇଜି ପାର୍କରେ ‘ନୌକା ବିହାର’ ଉଦଘାଟିତରାଉରକେଲା ଇସ୍ପାତ କାରଖାନା-ଆରଏସପିର ଆଇଜି ପାର୍କରେ ନବୀକୃତ ବୋଟିଙ୍ଗ ସୁବିଧା ‘ନୌକା ବିହାର’ର ଉଦଘାଟନ ସହିତ ଅନ୍ୟ ଏକ ଆକର୍ଷଣ...
ରାଉରକେଲା ଅବକାରୀ ବିଭାଗ ଓ ରେଳ ସୁରକ୍ଷା ବଳର ମିଳିତ ଚଢ଼ାଉରେ ଗଞ୍ଜେଇ ଜବତରାଉରକେଲା ଅବକାରୀ ବିଭାଗ ଓ ରେଳ ସୁରକ୍ଷା ବଳର ମିଳିତ ଚଢ଼ାଉରେ ଗଞ୍ଜେଇ...