ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ

1 min read
Spread the love

ରାଉରକେଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରାଯାଇଛି। ଏଥିରେ ୧୮ବର୍ଷରୁ କମ୍‌ ନାବାଳକଙ୍କ ସମେତ ବିଭିନ୍ନ ପ୍ରକାରର ଯାନବାହନ ଚଳାଚଳ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରି ଜରିମାନା ଲଗାଯାଇଛି। ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଦିନ ସହରର ଆମ୍ବାଗାନ ଏବଂ ୧୪ ନମ୍ବର ସେକ୍ଟର ଡି ପି ଏସ୍ ଛକରେ ଏହି ଯାଞ୍ଚ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!