ଜିଲ୍ଲା

ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ୍‌ ଅନ୍ତର୍ଗତ ବଲଣ୍ଡା ପଞ୍ଚାୟତରେ ଅବସ୍ଥିତ କେଡିଆ କାରଖାନା ଏକ ବ୍ୟାପକ ପ୍ରଦ୍ୟୁଷଣ ସୃଷ୍ଟିକାରୀ କାରଖାନା ଭାବେ ପରିଚିତ। ବଲଣ୍ଡା ପଞ୍ଚାୟତର ଆମ୍ୱଟୋଲା...

1 min read

ଆସନ୍ତା ଅଗ୍ନିଶମ ସେବା ସପ୍ତାହ ପାଳନ ଉପଲକ୍ଷେ ସେଲ ରାଉରକେଲା ଇସ୍ପାତ କାରଖାନା- ଆରଏସପିର ଅଗ୍ନିଶମ ବାହିନୀ ଦ୍ଵାରା ବିଭିନ୍ନ ଟ୍ରାକ୍ ଇଭେଣ୍ଟ, ଡ୍ରିଲ୍ ପ୍ରତିଯୋଗିତା ଏବଂ...

1 min read

ରାଉରକେଲା ସହରର ବନ୍ଧମୁଣ୍ଡା ରେଳବାଈ କଲୋନୀରୁ ଚୋରୀ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି୤ ସୂଚନା ମୁତାବକ ବନ୍ଧମୁଣ୍ଡା ସେକ୍ଟର-ସି ସ୍ଥିତ ଘର ନଂ - ୧୮୪ ରେ...

ଦକ୍ଷିଣପୂର୍ବ ରେଳବାଇ କଂଗ୍ରେସ ପକ୍ଷରୁ ଦୁଇଦିନିଆ ମେନ୍ସ କଂଗ୍ରେସର ସାଧାରଣ ପରିଷଦର ବୈଠକ ବନ୍ଧମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି୤ ବନ୍ଧମୁଣ୍ଡା ରେଳବାଇ ଇନ୍‌ଷ୍ଟିଚ୍ୟୁଟ ପରିସରରେ ଆୟୋଜିତ ଏହି ବୈଠକରେ...

1 min read

ରାଉରକେଲା ଇସ୍ପାତ କାରଖାନାର ସିଣ୍ଟରିଙ୍ଗ ପ୍ଳାଣ୍ଟ ବିଭାଗ ୨୦୨୨-୨୩ ଆର୍ଥିକ ବର୍ଷରେ ୭.୦୧୨ ନିୟୁତ ଟନ୍ ସିଣ୍ଟର ଉତ୍ପାଦନ ପୂର୍ବକ ଏହାର ସର୍ବକାଳୀନ ଶ୍ରେଷ୍ଠ ବାର୍ଷିକ ସିଣ୍ଟର...

1 min read

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲା ଦ୍ଵାରା ଆୟୋଜିତ ଜନ ଭାଗୀଦାରୀ ଅଭିଯାନର ଏକାଦଶ ଦିନରେ ଅନୁଷ୍ଠାନ ଦ୍ଵାରା “ସ୍ମାର୍ଟ ସିଟି ନିର୍ମାଣରେ କୁତ୍ରିମ ବୁଦ୍ଧିମତାର ଭୂମିକା” ବିଷୟ...

ରାଉରକେଲା ରେଳ ଷ୍ଟେସନ୍‌ରେ ଗତ ଅନେକ ଦିନ ଧରି ବେଆଇନ ବିକ୍ରେତା ବା ଭେଣ୍ଡରଙ୍କ ରାଜୁତି ଚାଲିଥିବା ଅଭିଯୋଗ ହୋଇଆସୁଛି। ଏହି କ୍ରମରେ ରେଳବାଇର ବରିଷ୍ଠ ଅଧିକାରିଙ୍କ...

ରାଉରକେଲାରେ ଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ଓମବାରଠାରୁ ଆରମ୍ଭ ହୋଇଛି ଗ୍ରୀଷ୍ମକାଳିନ ହକି ପ୍ରଶିକ୍ଷଣ ଶିବିର ୤ ଏହି ଶିବିରକୁ ବରିଷ୍ଠ ହକି ପ୍ରଶିକ୍ଷକ...

ରାଉରକେଲା ଠାରେ ଆୟୋଜିତ ଆଦିବାସୀ କଳା ଓ ସଂସ୍କୃତିର ପର୍ବ ‘ଆଦି ମହୋତ୍ସବ’ର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଇସ୍ପାତ ସହରବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ...

ଗତ କିଛିମାସ ଧରି ରାଉରକେଲା ସହରର ବନ୍ଧମୁଣ୍ଡା ନିକଟରେ ଥିବା ନେପାଳି ବସ୍ତି ଓ ଉତ୍ତମ ବସ୍ତି ଅଞ୍ଚଳରେ ଚାଳିଛି ରେଳବାଇ ପକ୍ଷରୁ ତୃତୀୟ ରେଳ ଲାଇନ...

error: Content is protected !!