admin

ରବିବାର ପ୍ରକାଶ ପାଇଛି ସମ୍ବଲପୁର ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ବାଣିଜ୍ୟ ବିଭାଗର ଫଳ। ଏଥିରେ ରାଉରକେଲା ସହରର ମ୍ୟୁନିସିପାଲ ମହାବିଦ୍ୟାଳୟର ତିନି ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା...

ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଅନ୍ବେଷା ଦ ହେଲ୍ପିଙ୍ଗ ହ୍ୟାଣ୍ଡ୍‌ ର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ସିଭିକ...

1 min read

ରାଉରକେଲା ସହରର ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ସିଜିନ-୨ ର ରଜ ରାଜକୁମାରୀ ବିଜେତା ହୋଇଛନ୍ତି ସଞ୍ଜନା ପତି। ସେହିପରି...

ଢେଙ୍କାନାଳ ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଉଦ୍ଧାର ହୋଇଛି ୫ ଫୁଟିଆ ଢମଣା ସାପ। ପ୍ରଥମେ ସାପଟିକୁ ଦେଖି ସମସ୍ତେ ଭୟ ପାଇଯାଇଥିଲେ। ପରେ ସାପ...

ଆସନ୍ତା ୨୧ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ରାଉରକେଲାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମିତି ପକ୍ଷରୁ...

ଟିଟିଲାଗଡ ନିକଟସ୍ଥ ଘଣ୍ଟବାହାଲି ଗ୍ରାମ ରେ ଗତ ଶନିବାର ସନ୍ଧ୍ୟା ପ୍ରାୟ ୪ ଘଣ୍ଟା ସମୟ ରେ ଗ୍ରାମ ରେ ଥିବା ଏକ ଇଣ୍ଡିକା କାର ରୁ...

ଖପ୍ରାଖୋଲରେ ବେଆଇନ୍ କଫ ଶିରଫ କାରବାର ରାକେଟ୍‌ ଠାବ : ପାଞ୍ଚ ଗିରଫ ବଲାଙ୍ଗିର ଜିଲ୍ଲାରେ କଫ ସିରଫ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏହି କ୍ରମରେ...

ପବିତ୍ର ନେତ୍ରୋତ୍ସବ ଅବସରରେ ୯୫ ବର୍ଷ ପୂର୍ବେ ଓଡିଆ ଜାତିର ପ୍ରାତଃ ସ୍ମରଣୀୟ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମହାପ୍ରୟାଣ ହୋଇଥିଲା। ଏହି ମହାପୁରୁଷଙ୍କ ନାମରେ ନାମିତ ରାଉରକେଲା,...

ସାରା ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଗ୍ରୀଷ୍ମ ପ୍ରକୋପ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରୀଷ୍ମ ଛୁଟିକୁ ଦୁଇଦିନ ବଢ଼ା ଦିଆଯାଇଛି । ଗଣଶିକ୍ଷା ବିଭାଗ...

ଛେଣ୍ଡ୍‌ କଲୋନୀ ସ୍ଥିତ ବିଜୁ ମହିଳା ସମିତି ପକ୍ଷରୁ ରଜ ଉତ୍ସବ ପାଳନ ହୋଇଯାଇଛି। ସମିତିର କାର୍ଯ୍ୟକାରୀ ସଭାପତି ତାରିଣୀ ସେଠୀଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମର...

error: Content is protected !!