ଛେଣ୍ଡ୍‌ ମୁଖ୍ୟ ରାସ୍ତାରେ ହାଇଡ୍ରା, କାର୍‌ ଓ ବାଇକ ମଧ୍ୟରେ ଧକ୍କା : ଜଣେ ଆହତ

1 min read
Spread the love

ରାଉରକେଲା ସହରର ଛେଣ୍ଡ୍‌ କଲୋନୀ ମୁଖ୍ୟ ରାସ୍ତାରେ ଗୋଟିଏ କାର୍‌  ଏକ ହାଇଡ୍ରା ଓ ମୋଟୋର୍ ବାଇକ୍‌କୁ ଧକ୍କା ଦେଇଛି। ଏହାଫଳରେ ବାଇକ୍‌ର ଚାଳକ ଆହତ ହୋଇଛନ୍ତି। ସୂଚନା ମୁତାବକ କାର୍‌ ଚାଳକ ମାଦକ ଦ୍ରବ୍ୟ ସେବନ କରି ବେପଉଆ ଗାଡ଼ି ଚାଳନା କରୁଥିବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ ଗାଡ଼ି ଗୁଡ଼ିକୁ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

error: Content is protected !!