ଜାତୀୟ ରାଜପଥ ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ: ୪ ଗିରଫ
1 min read
ରାଉରକେଲା ସହର ଦେଇ ଯାଇଥିବା ୧୪୩ ନମ୍ବର ଜାତିୟ ରାଜପଥରେ ଡକାୟତି ଓ ରାହାଜାନି ଉଦ୍ଦେଶ୍ୟରେ ବାହାରିଥିବା ୪ଜଣଙ୍କୁ ରଘୁନାଥପାଲ୍ଲୀ ପୋଲିସ ଧରିବାରେ ସଫଳ ହୋଇଛି। ସୂଚନା ମୁତାବକ ଏହି ୪ଜଣଙ୍କ ନିକଟରୁ ଡକାୟତି ଉଦ୍ଦେଶ୍ୟରେ ଏକ ଦେଶୀ ବନ୍ଧୁକ ସମେତ ଖଣ୍ଡା ଓ ଛୁରୀ ଆଦି ଉଦ୍ଧାର କରାଯାଇଛି। ଏମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ସମେତ ଅନ୍ୟାନ୍ୟ ଧାରାରେ ମାମଲା ଦାୟର କରାଯାଇ ତଦନ୍ତ ଚାଲିଛି।