ବିସ୍ରା ବନାଞ୍ଚଳ ପକ୍ଷରୁ ଚୋରା କାଠ ଜବତ; ଚାଲାଣକାରୀ ଫେରାର
1 min read
ବୁଧବାର ରାତ୍ରରେ ବିଶ୍ରା ବନାଞ୍ଚଳର କର୍ମଚାରୀମାନେ ରାତ୍ରକାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ 14 ଗୋଟି ସାଈକେଲ ଏବଂ 14ଗୋଟି ଶାଳ କାଠ ଜବତ କରିହନ୍ତି l କିନ୍ତୁ କାଠ ଚୋର ମାନେ ସାଇକେଲ ଏବଂ କାଠଛାଡି ଦୌଡ଼ି ପଳାଇଥିଲେ ତେଣୁ କାଟହ୍ ଚୋରମାନଙ୍କୁ ଧରିବା ସମ୍ଭବ ହେଇ ନଥିଲା l ସୂଚନା ମୁତାବକ ଏହି କାଠଚୋରମାନେ ଝାଡ଼ଖଣ୍ଡ ରାଜ୍ୟର ଏହି ଚୋରମାନେ ସୀମାନ୍ତରେ ଥିବା ଝାରବେଡା ଗ୍ରାମକୁ କାଠ ଆଣୁଥିବା ଜଣାପଡ଼ିଛି ଜଙ୍ଗଲ ବିଭାଗର ଏହି ପାଟ୍ରୋଲିଙ୍ଗ୍ରେ ବନପାଳ ବିଜୟ କଲେର, ନରକ୍ଷୀ ବିଶ୍ୱଜିତ ସାମଲଙ୍କ ସମେତ ମଞ୍ଜୁ ସୁନାନୀ ଅନ୍ୟମାନେ ସାମିଲ ଥିଲେ