Day: April 24, 2023

ଶିଳ୍ପ ସହର ରାଉରକେଲାର ବସ୍ତି ଅଞ୍ଚଳରେ ସରକାରୀ ଯୋଜନା ବାଟବଣା ହେଉଛି। ଫଳରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ସଠିକ‌୍‍ ଭାବେ ପହଞ୍ଚି ପାରୁନାହିଁ ବୋଲି...

ରାଉରକେଲାର ଅଗ୍ରଣୀ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ୪୩ତମ ବାର୍ଷିକ ଉତ୍ସବ ତଥା ସ୍ୱସ୍ତି ଝଙ୍କାର ଆୟୋଜିତ ୨୪ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର...

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ତଳସେରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣା ଘଟାଇଥିବା ଦୁଇ ଗାଡ଼ି...

ରାଉରକେଲା ରୁ ଝାରସୁଗୁଡ଼ା ରେଳ ରାସ୍ତାରେ ଓ ନବୀକରଣ କାର୍ଯ୍ୟ ପାଇଁ ଅନେକ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ରେଳବାଈ ପକ୍ଷରୁ ସୂଚନା ଦିଆଯାଇଛି୤ ରାଉରକେଲା...

1 min read

ରାଉରକେଲା ସହରର ସେକ୍ଟର-୨୨ ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସ୍‌ ଲିକ୍‌ ଯୋଗୁଁ ଜଣେ ଆହତ ହୋଇଥିବା ସୂଚନା ମିଳିଛି୤ ସୂଚନା ମୁତାବକ ଜଣେ ମହିଳା ସେକ୍ଟର-୨୨ ଅଞ୍ଚଳର...

error: Content is protected !!