ଓଡ଼ିଶା ଅଗ୍ନିସମ ବିଭାଗ କର୍ମୀଙ୍କ ଦ୍ବାରା ବୁଲା ଗାଇ ଉଦ୍ଧାର

1 min read
Spread the love


ରାଉରକେଲା ସହରର ସେକ୍ଟର-୧୪ରେ ନିର୍ମାଣାଧିନ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ଏକ ବୁଲାଗାଇ କାଦୁଅ ମଧ୍ୟରେ ଫସିଯାଇଥିଲା୤ ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଗାଇଟିକୁ ଓଡ଼ିଶା ଅଗ୍ନିସମ ବିଭାଗର କର୍ମୀମାନେ ଉଦ୍ଧାର କରିଛନ୍ତି୤ ସୂଚନା ମୁତାବକ ଏନ୍ଦ୍ର ନିର୍ମାଣ ପାଇଁ ମାଟି ଖୋଳାଯାଇ ଏକ ଖୋଲା ସ୍ଥାନରେ ପକାଯାଇଥିଲା୤ ଏହି ମାଟି କାଦୁଅ ଅବସ୍ଥାରେ ଥିବାରୁ ଗାଇଟି ଅସାବଧାନତାବସତଃ କାଦୁଅରେ ପଶି ଫସିଯାଇଥିଲା

Leave a Reply

Your email address will not be published. Required fields are marked *

error: Content is protected !!