ଛତିଶଗଡ଼ର ରୁନା ଶର୍ମା ପାଇଲେ ନେପାଳ ଗାଲାକ୍ସି ପୁରସ୍କାର
1 min read
ଛତିଶଗଡ଼ ରାଜ୍ୟର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ନାରୀ ନେତ୍ରୀ ରୁନା ଶର୍ମା ନେପାଳ ଗାଲାକ୍ସି ପୁରସ୍କାର ପାଇଛନ୍ତି କାଠମାଣ୍ଡୁଠାରେ ହୋଇଥିବା ଏକ ଅନ୍ତର୍ଜାତିୟ କାର୍ଜ୍ୟକ୍ରମରେ ବିଭିନ୍ନ ବର୍ଗର ୩୫ଜଣଙ୍କୁ ପୁରସ୍କୃତ କରାଯାଇଥିଲାବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ରୁନା ଶର୍ମା ତାଙ୍କୁ ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ପୁରସ୍କୃତ କରାଯାଇଛି ଏହି ଅବସରରେ ଅନେକ ବିଶିଷ୍ଟ ବ୍ୟକ୍ତି ଉଭୟେ ନେପାଳ ଓ ଭାରତରୁ ଉପସ୍ଥିତ ଥିଲେ ଏହି ଅବସରରେ ରୁନା ଶର୍ମା ତାଙ୍କ ପ୍ରତିକ୍ରିୟାରେ ଏହିଭଳି ଅନ୍ତର୍ଜାତୀୟ ପୁରସ୍କାର ପାଇବାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଏହାଦ୍ବାରା ଦୁଇ ଦେଶର ସଂସ୍କୃତି ଓ ପରମ୍ପରା ମଧ୍ୟରେ ମତ ବିନିମୟ ହୋଇପାରିଛି ବୋଲି କହିଛନ୍ତି