ରାଉରକେଲା ସହରର ପାୱାର ହାଉସ ରୋଡ୍ ଜାନକି ମାର୍କେଟ କମ୍ପ୍ଲେକ୍ସରେ ଶ୍ରୀଗଣେଶଙ୍କ ପୁଜାର୍ଚ୍ଚନା
1 min read
ରାଉରକେଲା ସହରର ପାୱାର ହାଉସ ରୋଡ୍ରେ ଥିବା ଜାନକି ମାର୍କେଟ କମ୍ପ୍ଲେକ୍ସରେ ଶ୍ରୀଗଣେଶଙ୍କ ପୁଜାର୍ଚ୍ଚନା ହୋଇଯାଇଛି। ଏହି ପୂଜାର୍ଚ୍ଚନା ଭାନୁପ୍ରତାପ ସିଂହଙ୍କ ନେତୃତ୍ବରେ ହୋଇଥିଲା । ଏଥିରେ ରବିନ୍ଦ୍ର ସାହୁ, ଶିବେନ୍ଦ୍ର ଅଗ୍ରୱାଲ, ରମେଶ ମିତ୍ତଲ, ମଣ୍ଟୁ ନାୟକ, ତରୁଣ କୁମାର ଅଗ୍ରୱାଲ ଓ ଭିକି ସୋନକାର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।