ଆର୍‌ଏସପି ଅଗ୍ନିସମ ବିଭାଗର ଗାଡ଼ି ସହିତ ଧକ୍କା କରି ଜଣେ ଆହତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ବା ଆର୍‌ଏସପି ଅଗ୍ନିସମ ବିଭାଗର ଏକ ଗାଡ଼ି ସେକ୍ଟର-୨୧ ଅଞ୍ଚଳରେ କିଛି କାର୍ଯ୍ୟ ସାରି ଫେରୁଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ଏକ ମୋଟୋର ସାଇକେଲ୍‌ ଚାଳକ ଭାରସାମ୍ୟ ହରାଇ ଅଗ୍ନିସମ ବିଭାଗର ଗାଡ଼ି ସହିତ ଧକ୍କା ଦେଇଥିଳା। ଏହାପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଏହାପରେ ଗାଡ଼ିର ଚାଳକ ତୁରନ୍ତ ଆହତ ବ୍ୟକ୍ତିକୁ ନେଇ ଆର୍‌ଜିଏଚ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏ ନେଇ ଅଗ୍ନିସମ ବିଭାଗର ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା।   

Leave a Reply

Your email address will not be published. Required fields are marked *

error: Content is protected !!