ଗୁରୁନାନକ ପବ୍ଲିକ ସ୍କୁଲ୍‌ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣକୁ ନେଇ ଉତ୍ସାହ

1 min read
Spread the love

ବୁଧବାର ସନ୍ଧ୍ୟାରେ ସାରା ବିଶ୍ବରେ ଭାରତ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ହୋଇଛି। କାରଣ ଜୁଲାଇ ୧୪ ତାରିଖରୁ ଭାରତ ପକ୍ଷରୁ ଛଡ଼ାଯାଇଥିବା ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ତାରିଖରେ ସଫଳତାର ସହିତ ଅବତରଣ କରିଛି।

ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ପାଇଁ ସହରର ସେକ୍ଟର-୨୧ ସ୍ଥିତ ଗୁରୁନାନକ ପ୍ବ୍ଲିକ ସ୍କୁଲ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା। ସ୍କୁଲ୍‌ର ଅଧ୍ୟକ୍ଷା ଡା ମନଭିନ କୌରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।  

Leave a Reply

Your email address will not be published. Required fields are marked *

error: Content is protected !!