Skip to content
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ପୋଲିସ ଥାନାର ଅଳ୍ପ ଦୂରରେ, ବୁଧବାର ଅପରାହ୍ନ ସମୟରେ ସୁନ୍ଦରଗଡରୁ କୋଇଲା ଲୋଡ୍ କରିବା ପରେ ରାଉରକେଲା
ଅନଲୋଡିଂ କରିବାକୁ ଯାଉଥିବା ୧୮ ଚକିଆ ଟ୍ରକ୍ ହଠାତ୍ ମହିନ୍ଦ୍ରା ବୋଲେରୋ ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଅଧିକ ବେଗରେ ଯାଉଥିବା ବୋଲେରୋ ହଠାତ୍ ୧୮ ଚକିଆ ଟ୍ରକ୍ ସାମ୍ନାକୁ ଆସିବା ପରେ ଟ୍ରକ୍ ଡ୍ରାଇଭର ଜରୁରୀକାଳୀନ ବ୍ରେକ୍ ପ୍ରୟୋଗ କରି ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। କିନ୍ତୁ ଏହାରି ମଧ୍ୟରେ ଟ୍ରକ୍ଟି ଓଲଟି ପଡ଼ିଥିଲା।
ଏହି ଘଟଣା ପରେ କୁତ୍ରା ପୋଲିସ ଥାନାରେ ଏକ ମାମଲା ଦାୟର ହେବା ସହ ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି।
Post Views: 207
error: Content is protected !!