Skip to content
ନିକଟରେ ରାଉରକେଲା ସହରର ସୁରଜ ବଗର୍ତ୍ତି ନାମକ ଜଣେ ବ୍ୟକ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କରିବା ସହିତ ଏହି କଥାକୁ ସାମାଜିକ ଗଣ ମାଧ୍ୟମରେ ଭାଇରାଲ କରୁଥିବା ବ୍ୟକ୍ତିକୁ କଠୋର ଦଣ୍ଡ ବିଧାନ ନିମନ୍ତେ ବିଜେପି ପାନପୋଷ ମଣ୍ଡଳ ପକ୍ଷରୁ ଦାବି କରାଯାଇଛି। ସୂଚନା ମୁତାବକ ଅଭିଯୁକ୍ତ ସୁରଜ ବଗର୍ତ୍ତି ସମ୍ବଲପୁରର ବାସିନ୍ଦା ଏବଂ ସେ ପ୍ରଧାନମନ୍ତ୍ରୀଙ୍କ ନାମରେ ଅପଶବ୍ଦ ପ୍ରୟୋଗ କରି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଏହାପରେ ରାଉରକେଲାର ପ୍ଲାଣ୍ଟ୍ସାଇଟ ପୋଲିସ ଏକ ମାମଲା ଋଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ବିରୋଧରେ କଠିର ଦଣ୍ଡ ବିଧାନ ନିମନ୍ତେ ବିଜେପି ପାନପୋଷ ମଣ୍ଡଳ ସଭାପତି ଲତିକା ପଟ୍ଟନାୟକ ଦାବି କରିଛନ୍ତି ।
Post Views: 359
error: Content is protected !!