Skip to content
ରାଉରକେଲା ସହରର ପ୍ଲାଣ୍ଟ୍ସାଇଟ ପୋଲିସ ପକ୍ଷରୁ ବେଆଇନଭାବେ କଫ୍ସିରଫ କାରବାର ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଉଛନ୍ତି ସହରର ସେକ୍ଟର-୧୬ ଅଞ୍ଚଳର ବାସିନ୍ଦା ସୁଦର୍ଶନ ସୁବୁଦ୍ଧି। ସୁଦରଶନ ନିକଟରୁ ପୋଲିସ ୩୫ଟି ସିରପ ବୋତଲ ସହିତ ଗୋଟିଏ ସ୍କୁଟି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି। ଏହା ସହିତ ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଇଛି।
Post Views: 291
error: Content is protected !!