Skip to content
ସାରା ଦେଶରେ ଏକ ନୂତନ ବ୍ୟାଙ୍କ୍ଭାବେ ଜନସ୍ମଲ ଫାଇନାନ୍ସ ବ୍ୟାଙ୍କ୍ ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଛି। ଏହି କ୍ରମରେ ବ୍ୟାଙ୍କ୍ର ଏକ ଶାଖା ରାଉରକେଲା ସହରର ଡେଲି ମାର୍କେଟ୍ରେ ଉଦ୍ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ରାଉରକେଲା
ଶିଳ୍ପ ଓ ବାଣିଜ୍ୟ ସଂଘର ସଭାପତି ସୁନୀଲ କାୟଲ ଯୋଗଦେଇ ଶାଖାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବ୍ୟାଙ୍କ୍ର ଯୋନାଲ ମୁଖ୍ୟ ସୌରଭ ଏସ୍ ଦାସଗୁପ୍ତା ଏବଂ ବ୍ୟାଙ୍କ୍ର ଆଞ୍ଚଳିକ ମୁଖ୍ୟ ତନ୍ମୟ କୁମାର ନାୟକଙ୍କ ସମେତ ବଣିକ ସଂଘର ଆଇଟି ଓ ଅନ୍ୟ ସେବା ବିଭାଗର ସମ୍ପାଦକ ପ୍ରମୋଦ ନାଟୁଲ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
Post Views: 515
error: Content is protected !!