Skip to content
ସ୍ବାଧୀନତା ଦିବସ ଉପଲକ୍ଷେ ହେବାକୁ ଥିବା କାର୍ଯ୍ୟକ୍ରମ ଅନ୍ତର୍ଗତ ଆମ୍କୋ-ସିମ୍କୋରୁ ଆସିଥିବା ମଶାଲଯାତ୍ରୀଙ୍କୁ ସ୍ବାଗତ
ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ରାଉରକେଲା ସହରର ଭଞ୍ଜଭବନଠାରେ ଆୟୋଜିତ ହେବାଉ ଯାଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ସିଆଈଟିୟୁ ସମେତ ଅନ୍ୟ ଦୁଇଟି ସଙ୍ଗଠନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଉପଲକ୍ଷେ ରବିବାର ଦିନ ସୁନ୍ଦରଗଡ଼ ଜିଲ୍ଲାର ସହୀଦ ପୀଠ ଆମ୍କୋ- ସିମ୍କୋରୁ ଏକ ଅଭିଯାତ୍ରୀ ଦଳ ମଶାଳ ଶୋଭାଯାତ୍ରାରେ ଆସି ରାଉରକେଲା ପହଞ୍ଚିଥିଲେ। ଏହି ଶୋଭାଯାତ୍ରାକୁ ବରିଷ୍ଠ ଶ୍ରମିକ ନେତା ତଥା ସିଆଈଟିୟୁର ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି ରାଉରକେଲାରେ ସ୍ବାଗତ କରିଛନ୍ତି।
Post Views: 226
error: Content is protected !!