Skip to content
ସାମାଜିକ ସଙ୍ଗଠନ ଉମଙ୍ଗ ଭାରତ ସଙ୍ଗଠନର ସଭାପତି ମହମ୍ମଦ ଜାହିଦ ଅଜିଜଙ୍କ ନେତୃତ୍ବରେ ରାଉରକେଲା ସହରର ମାଲଗୋଡାମ ଅଞ୍ଚଳରେ ଥିବା ସର୍ବଭୌତିକ ଅନାଥାଶ୍ରମର ଅନ୍ତେବାସୀମାନଙ୍କ ସହିତ ହରଘର ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସଙ୍ଗଠନର ସଦସ୍ୟମାନେ ଏହି ଅବସରରେ ଅନାଥାଶ୍ରମର ଅନ୍ତେବାସୀମାନଙ୍କୁ ଜାତୀୟ ପତାକା ବଣ୍ଟନ କରିବା ସହ ଖାଦ୍ୟ ବଣ୍ଟନ କରିଥିଲେ। ଏହା ସହିତ ଅନ୍ତେବାସୀ ପିଲାମାନଙ୍କ ସହିତ କିଛି ସମୟ ବିତାଇଥିଲେ ସଙ୍ଗଠନର ସଦସ୍ୟଗଣ।
Post Views: 319
error: Content is protected !!