Skip to content
ରାଉରକେଲା ସହରର ଭଞ୍ଜଭବନଠାରେ ହେବାକୁ ଯାଉଛି ସ୍ବାଧୀନତା ଦିବସ ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ। ଏହା ଅନ୍ତର୍ଗତ ରାଉରକେଲା ସହରର ରାୟମା କ୍ଲବ୍ ପକ୍ଷରୁ ଜିଲ୍ଲା କ୍ରୀଡ଼ା ସଙ୍ଗଠନ ସହଯୋଗରେ କ୍ଲବ୍ ପରିସରରେ ଆୟୋଜିତ ହୋଇଥିଲା ଜିଲ୍ଲାସ୍ତରୀୟ ଭାର ଉତ୍ତୋଳନ ପ୍ରତିଯୋଗିତା। ରାୟମା କ୍ଲବ୍ର ବାସୁଦେବ ବାନାର୍ଜୀଙ୍କ ସୂଚନା ମୁତାବକ ଏହି କାର୍ଯ୍ୟକ୍ରମରେ ୧୫୦ଜଣ ପ୍ରତିଯୋଗୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯୋଗଦେଇଥିଲେ। ଏହି ପ୍ରତିଯୋଗୀଙ୍କ ମଧ୍ୟରୁ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରତିଯୋଗୀ ଚୟନ କରାଯାଇଛି।
Post Views: 262
error: Content is protected !!