ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ରଙ୍ଗବେରଙ୍ଗର ଆଲୋକମାଳା

1 min read
Spread the love

ଆସନ୍ତା ୧୫ ତାରିଖରେ ପାଳିତ ହେବାକୁ ଯାଉଛି ୭୭ତମ ସ୍ବାଧୀନତା ଦିବସ। ଏଥିପାଇଁ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ରଙ୍ଗବେରଙ୍ଗର ଆଳୋକମାଳା ଶୋଭା ପାଉଥିବା ଦେଖିବାକୁ ମିଳିଛି। ବିଶେଷ କରି ବିଭିନ୍ନ ସରକାରୀ ସୌଧ ଓ ରିଙ୍ଗ୍‌ରୋଡ୍‌ରେ ଏହି ଆଳୋକମାଳା ଶୋଭାଆଉଥିବା ଦେଖିବାକୁ ମିଳିଛି।  

Leave a Reply

Your email address will not be published. Required fields are marked *

error: Content is protected !!