ରାଉରକେଲା ମହାନଗର ନିଗମ ପକ୍ଷରୁ ଆଧାର କାର୍ଡ ସଂଶୋଧନ ସମ୍ପର୍କୀତ  ସ୍ବତନ୍ତ୍ର ଦିନିକିଆ ଶିବିର  

1 min read
Spread the love

ରାଉରକେଲା ମହାନଗର ନିଗମ ଅଞ୍ଚଳ ଅନ୍ତର୍ଗତ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କର ଆଧାର କାର୍ଡ ସମ୍ପର୍କୀତ ଭିନ୍ନ ଭିନ୍ନ ପ୍ରକାରର ସଂଶୋଧନ ନିମନ୍ତେ ଏକ ଦିନିକିଆ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଆସି ସେମାନଙ୍କର ଆବଶ୍ୟକୀୟ କାର୍ଯ୍ୟ କରିଥିଲେ। ଏହି ଶିବିରରେ ଶହ ଶହ ସଂଖ୍ୟାରେ ବ୍ୟକ୍ତିମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!