ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ‘ମେରି ମାଟି ମେରା ଦେଶ ‘ କାର୍ଯ୍ୟକ୍ରମ

1 min read
Spread the love

ନେହେରୁ ଯୁବ କେନ୍ଦ୍ର ଢ଼େଙ୍କାନାଳ ଆନୁକୁଲ୍ୟରେ ‘ ମେରି ମାଟି ମେରା ଦେଶ ‘ ଏକ କାର୍ଯ୍ୟକ୍ରମ ବଲ୍ୟମ୍ଭା ଗ୍ରାମରେ ହୋଇଥିଲା।ଏଥିରେ ବୃକ୍ଷ ରୋପଣ ସହିତ ଜଙ୍ଗଲ ରକ୍ଷା ଉପରେ ସଚେତନ କରାଗଲା। ଏଥିରେ ସମାଜ ସେବୀ ସୌମ୍ୟା ମିଶ୍ର ଓ ଗ୍ରାମର ଅନେକ ଯୁବକ ଯୋଗ ଦେଇଥିଲେ।ନେହେରୁ ଯୁବ କେନ୍ଦ୍ର ସଂଗଠନର ଜିଲ୍ଲା ଯୁବ ସଂଯୋଜକ ଅଶୋକ ଦାସ ଓ ସଶାଙ୍କ ଶେଖର ମହାପାତ୍ର ଯୋଗଦାନ କରି ଉତ୍ସାହ ବୃଦ୍ଧି କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!