ଘରୋଇ ମହିଳାମାନଙ୍କୁ ରୋଜଗାର ଦେବାର ମାଧ୍ୟମ ସାଜିଛନ୍ତି ହେମା: ମାଧ୍ୟମ ହୋଇଛି ଇଣ୍ଡିଆନ ପିପୁଲ୍ସ ଡେଭଲପ୍‌ମେଣ୍ଟ ଅର୍ଗାନାଇଜେସନ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲା ହେଉଛି ଏକ ଆଦିବାସୀ ବହୁଳ ଅଞ୍ଚଳ। ଏହି ଅଞ୍ଚଳରେ ରହୁଥିବା ଆଦିବାସୀ ମହିଳାଙ୍କ ସମେତ ଅନ୍ୟ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା ସହ ରୋଜଗାର ଦେବାର ମାଧ୍ୟମ ହୋଇଛନ୍ତି ସମାଜସେବୀ ଓ ନାରୀ ନେତ୍ରୀ ହେମା ଏକ୍କା।

ଇଣ୍ଡିଆନ ପିପୁଲ୍ସ ଡେଭଲପ୍‌ମେଣ୍ଟ ଅର୍ଗାନାଇଜେସନ, ରାଉରକେଲା ସଙ୍ଗଠନ ମାଧ୍ୟମରେ ମହିଳାମାନଙ୍କୁ ନେଇ ଜନଜାତି ଗହଣା ଭଳି ଏକ ନିଆରା ଉତ୍ପାଦ ତିଆରି କରିବା ଓ ସେହିସବୁ ସାମଗ୍ରୀଗୁଡ଼ିକୁ ଉଚିତ ମୂଲ୍ୟରେ ବିକ୍ରୟ କରିବାର ଦାୟିତ୍ବ ନେଇଛନ୍ତି ହେମା। ଏହା ସହିତ ୨୦ ରୁ ୩୦ଜଣ ମହିଳାଙ୍କୁ ରୋଜଗାର ଦେବା ସହିତ ସ୍ବାବଲମ୍ବୀ କରାଇବାରେ ମଧ୍ୟ ସଫଳ ହୋଇଛନ୍ତି।

ଜନଜାତି ଗହଣା ହଳି ଏକ ପାରମ୍ପରିକ ଉତ୍ପାଦକୁ ବ୍ୟବସାୟ ଓ ରୋଜଗାରର ମାଧ୍ୟମ କରାଇବାରେ ଏକ ଗୁରୁତପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ , କିପରି ସେ ଜନଜାଟି ଗହଣା ଭଳି ସାମଗ୍ରୀକୁ ରାଜ୍ୟ ତଥା ଜାତୀୟସ୍ତରରେ ବିକ୍ରୟ କରାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!