ସେକ୍ଟର ୧୬ ସ୍ଥିତ ପଡିଆରେ ନାଇଟ୍ ୱାରିଅର ପକ୍ଷରୁ ଏକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି ଏଇ ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସନ୍ତୋଷ ହୋତା ଯୋଗଦେଇ ଦୁଇ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ୟୁଜିଆଇଇର ଛାତ୍ରନେତା ଶିବାଶିଷ ମିଶ୍ର ସକ୍ରୀୟ ସହଯୋଗ କରିଥିଲେ
Post Views: 229