ନାଗରିକ ସୁରକ୍ଷା ସମିତି ପକ୍ଷରୁ ପଥପ୍ରାନ୍ତ କବିତା ପାଠ କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲା ସହର ଓ ଆଖପାଖ ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କୀତ ୧୧ ଦଫା ଦାବିକୁ ନେଇ ନାଗରିକ ସୁରକ୍ଷା ସମିତି ପକ୍ଷରୁ ଗତ କିଛିମାସ ଧରି ବିଭିନ୍ନ କାର୍ଯ୍ୟକ୍ରମ ଓ ବୈଠକ ଆୟୋଜିତ ହେଉଛି ଏହି କ୍ରମରେ ରାଉରକେଲା ସହରର ଭଞ୍ଜଭବନ ନିକଟରେ ଏକ ପଥପ୍ରାନ୍ତ ପ୍ରଗତିଶୀଳ କବିତା ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି

ଏହି କାର୍ଯ୍ୟକ୍ରମକୁ ସମିତିର ବରିଷ୍ଠ ସଦସ୍ୟ ବିଷ୍ଣୁ ମହାନ୍ତି, ଡ ପ୍ରଭାତ ମଲ୍ଲିକ, ବ୍ରଜେନ୍ଦ୍ର ଦାସ, ସଞ୍ଜୀବ ମହାନ୍ତିଙ୍କ ସମେତ କବି କୁଞ୍ଜ ବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ଏଥିରେ ୩୦ରୁ ଅଧିକ ବିଭିନ୍ନ ବର୍ଗର କବିମାନେ ସ୍ବରଚିତ କବିମାନେ ରାଉରକେଲା ସହର ସମ୍ପର୍କୀତ ବିଭିନ୍ନ କବିତା ପାଠ କରିଥିଲେ   

Leave a Reply

Your email address will not be published. Required fields are marked *

error: Content is protected !!