ସଳଙ୍ଗାଙ୍ଗବାହାଲ୍ ଚର୍ଚ୍ଚ ରେ ଆୟୋ ପର୍ବ ଉପଲକ୍ଷେ କାର୍ଯ୍ୟକ୍ରମ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ସର୍ବ ପୁରାତନ ପାରିସ ଭାବେ ପରିଚିତ ସଳଙ୍ଗାଙ୍ଗବାହାଲ୍ ଚର୍ଚ୍ଚ ରେ ଆୟୋ ପର୍ବ ଉପଲକ୍ଷେ ରାଉରକେଲା ସାଙ୍ଗଠନିକ ଜିଲ୍ଲା  ବିଜୁ ଜନତା ଦଳ ର ସାଧାରଣ ସମ୍ପାଦକ ତଥା ଜିଲ୍ଲା ପରିଷଦ  ସଦସ୍ୟ କୁଆଁରମୁଣ୍ଡା ବ୍ଲକର ରାଜେନ୍ଦ୍ର କୁଜୁର ଯୋଗଦେଇ ମା’ ମାନଙ୍କୁ ଅଶେଷ ଅଶେଷ  ଶୁଭେଚ୍ଛା ଜଣାଇଛନ୍ତି

ଏହି ଅବସରରେ ଆଖପାଖ ଅଞ୍ଚଳର ଅନେକ ଖ୍ରୀଷ୍ଟିୟାନ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *

error: Content is protected !!