ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ୩୨୦ ଲିଟର ଦେଶୀ ମଦ ସହିତ ବିପୁଳ ପରିମାଣର ପୋଚ ଜବତ
1 min read
ରାଉରକେଲା ଅବକାରୀ ବିଭାଗ ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସଦର ରେଞ୍ଜ୍ର ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ଦ୍ବାରା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ରେଲାପୋଷ , ଖଇରବନ୍ଧ ଅଞ୍ଚଳରେ ଚାଲିଥିବା ବେଆଇନ ଦେଶୀ ମଦ ରନ୍ଧା ସ୍ଥାନରେ ଚଢ଼ାଉ କରିଥିଲେ।
