ମଣିପୁରରେ ଚାଲିଥିବା ହିଂସାକୁ ପ୍ରତିବାଦ ସହିତ ମଣିପୁର ସଂହତି ଦିବସ ପାଳନ କଲା ସିପିଆଇ ରାଉରକେଲା ଆଞ୍ଚଳିକ କମିଟି

1 min read
Spread the love

ସିପିଆଇ ରାଉରକେଲା ଆଞ୍ଚଳିକ କମିଟିର ସାଧାରଣ ସମ୍ପାଦକ ତଥା ଆଇନଜୀବୀ ସଦାନନ୍ଦ ସାହୁଙ୍କ ନେତୃତ୍ବରେ ମଣିପୁରରେ ଚାଲିଥିବା ହିଂସାକୁ ପ୍ରତିବାଦ ସହିତ ମଣିପୁର ସଂହତି ଦିବସ ପାଳନ କରାଯାଇଛି। ଏଥିପାଇଁ ସିପିଆଇର ନେତା ଓ କର୍ମୀମାନେ ଏକତ୍ରିତ ହୋଇ ସହରର ଆମ୍ବାଗାନ ଛକ ନିକଟରେ ବିରୋଧ ଓ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଶ୍ରୀ ସାହୁ ଏହି ଅବସରରେ କେନ୍ଦ୍ର ସରକାରଙ୍କ ସମାଲୋଚନା କରିବା ସହ କେନ୍ଦ୍ର ସରକାର ଓ ମଣିପୁରରେ ଶାସନ କରୁଥିବା ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ହିଂସା ନିମନ୍ତେ ସମାଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!