ଢେଙ୍କାନାଳ ପୈାରପାଳିକା ପକ୍ଷରୁ ବେଆଇନ ହୋଡିଙ୍ଗ  ଉଚ୍ଛେଦ

1 min read
Spread the love

ଢେଙ୍କାନାଳ ପୈାରପାଳିକା ପକ୍ଷରୁ ପୌରାଞ୍ଚଳର ବିଭିନ୍ନ ରାସ୍ତାର ଥିବା ବେଆଇନ ହୋଡିଙ୍ଗ୍ ଗୁଡିକୁ ହଟାଯାଇଛି।

ପୈାରନିର୍ବାହି ଅଧିକାରୀ ଦେବିପ୍ରସାଦ ରାଉତଙ୍କ ତତ୍ବାବଧାନରେ ପୈାରପାଳିକା କାର୍ଯ୍ୟଳୟର କର୍ମଚାରୀ ଓ ସଫେଇ କର୍ମଚାରୀ ଙ୍କ ଉପସ୍ଥିତି ରେ ଜେସିବି ଦ୍ଵାରା ସହରର ବିଭିନ୍ନ ସ୍ଥାନରେ ଲାଗି ଥିବା ବିଜ୍ଞାପନ ପ୍ରଚାରପତ୍ର ଗୁଡିକୁ ରାସ୍ତା ଦୁଇ ପାର୍ଶ୍ଵରୁ ଉଛେଦ କରାଯାଇଛି। ଆସନ୍ତା ଦିନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!