ଏସ୍ୟୁସିଆଇ ପକ୍ଷରୁ କମ୍ରେଡ ଅହିନ୍ଦ୍ର ମହାନ୍ତିଙ୍କ ସ୍ମୃତିରେ ଶୋକସଭା ଆୟୋଜିତ
1 min read
ଏସ୍ୟୁସିଆଇ କମ୍ୟୁନିଷ୍ଟ ଦଳ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ କମ୍ରେଡ ଅହିନ୍ଦ୍ର ମହାନ୍ତିଙ୍କ ସ୍ମୃତିରେ ଶୋକସଭା ଆୟୋଜିତ ହୋଇଯାଇଛି। ସେକ୍ଟର-୫ ସ୍ଥିତ କଲ୍ଚରାଲ ଏକାଡେମୀ ପରିସରରେ ହୋଇଥିବା ଏହି କାର୍ଯ୍ୟକ୍ରମ ଏସ୍ୟୁସିଆଇ ନେତ୍ରୀ ଛବି ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିଲା।
