ସେକ୍ଟର-୧୮ ଅଞ୍ଚଳରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ଏଣ୍ଡୁଅ : ଆର୍‌ଏସ୍‌ପି ଉଦ୍ୟାନ ବିଭାଗକୁ ହସ୍ତାନ୍ତର

1 min read
Spread the love

ରାଉରକେଲା ସହରର ସେକ୍ଟର-୧୮ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର କରାଯାଇଛି। ଗୋପାଳ ନନ୍ଦ ନାମକ ଜଣେ ବ୍ୟକ୍ତି ଏହି ଏଣ୍ଡୁଅକୁ ଉଦ୍ଧାର କରିବା ସହିତ ଏହାକୁ ରାଉରକେଲା ଇସ୍ପାତ କାରଖାନାର ଉଦ୍ୟାନ ବିଭାଗର ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟ ପକ୍ଷରେ ଏହି ବିରଳ ପ୍ରଜାତିର ଏଣ୍ଡୁଅକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ବେଶ୍‌ ଆଗ୍ରହୀ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

error: Content is protected !!