ସୁନାବେଶ ଅବସରରେ ନେସନ ଫାଷ୍ଟ ଟିଭି ପକ୍ଷରୁ ମୃଦୁ ପାନୀୟ ବଣ୍ଟନ

1 min read
Spread the love

ରାଉରକେଲା ସହରର କୋଏଲନଗର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ମହାପ୍ରଭୁଙ୍କ ସୁନାବେଶ ଅବସରରେ ନେସନ ଫାଷ୍ଟ ଟିଭି ତରଫରୁ ସହସ୍ରାଧିକ  ଭକ୍ତ ମାନଙ୍କ ମଧ୍ୟରେ ମୃଦୁ ପାନୀୟ ବଣ୍ଟନ କରାଯାଇଥିଲା । ଏଥିରେ ସସ୍ମିତା ପ୍ରଧାନ, ଅଶୋକ ଦକ୍ଷିଣ ରାୟ, କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ, ରାମକୃଷ୍ଣ ତ୍ରିପାଠୀ, ଧୀରେନ ଗଡନାୟକ, ସାଗରିକା ଭଞ୍ଜଙ୍କ ସମେତ ନେସନ ଫାଷ୍ଟ ଟିଭି ର ନିର୍ଦ୍ଦେଶକ ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!