ରାଉରକେଲା ମହାନଗର ନିଗମ ଦ୍ୱାରା ପରିଚାଳିତ ବର୍ଯ୍ୟଜଳ ଓ ବର୍ଯ୍ୟବସ୍ତୁ ପ୍ଲାଣ୍ଟ ବୁଲି ଦେଖିଲେ ଜନ ପ୍ରତିନିଧି

1 min read
Spread the love

ରାଉରକେଲା ମହାନଗର ନିଗମ ଓ ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ସହରର ଉପକଣ୍ଠରେ ଥିବା ବାଲୁଘାଟରେ ସ୍ଥାପିତ ବର୍ଯ୍ୟଜଳ ଓ ବର୍ଯ୍ୟବସ୍ତୁ ପ୍ଲାଣ୍ଟ ବୁଲି ଦେଖିଲେ  ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧିଗଣ।

ମହାନଗର ନିଗମର କର୍ମଚାରୀ ଓ ଅଧିକାରୀମାନେ ବିଶ୍ରା ଓ ଲାଠିକଟା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କୁ ଏହି ପ୍ଲାଣ୍ଟ ଦେଖାଇବା ସହ ଏହାର କାର୍ଯ୍ୟକାରୀତା ସମ୍ପର୍କରେ ବୁଝାଇଥିଲେ। ଏହା ଦ୍ୱାରା ଜନ ପ୍ରତିନିଧିମାନେ ଆବଶ୍ୟକ ସ୍ଥଳେ ସେମାନଙ୍କ ଅଞ୍ଚଳରେ ମଧ୍ୟ ଏହିଭଳି ପ୍ଲାଣ୍ଟ ସ୍ଥାପନା କରିବା ପାଇଁ ବ୍ୟବସ୍ଥା କରିପାରିବେ ବୋଲି ଜଣାପଡ଼ିଛି। ଏହା ସହିତ ଏହି ପ୍ଲାଣ୍ଟରୁ ବାହାରୁଥିବା ସାମଗ୍ରୀକୁ ମଧ୍ୟ ବିକ୍ରୟ କରି ଆୟ ହୋଇପାରିବ ବୋଲି ସୂଚନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!