ପ୍ରକାଶ ପାଇଲା ସମ୍ବଲପୁର ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ବାଣିଜ୍ୟ ବିଭାଗର ଫଳ : ମ୍ୟୁନିସିପାଲ ମହାବିଦ୍ୟାଳୟର ତିନି ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ

1 min read
Spread the love

ରବିବାର ପ୍ରକାଶ ପାଇଛି ସମ୍ବଲପୁର ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ବାଣିଜ୍ୟ ବିଭାଗର ଫଳ। ଏଥିରେ ରାଉରକେଲା ସହରର ମ୍ୟୁନିସିପାଲ ମହାବିଦ୍ୟାଳୟର ତିନି ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ଏହି ମହାବିଦ୍ୟାଳୟର ସ୍ବେତା ପଣ୍ଡା ସମଗ୍ର ବିଶ୍ବବିଦ୍ୟାଳୟରେ ଚତୁର୍ଥ ସ୍ଥାନ ହାଅଲ କରିବା ସହ ୯.୧୩ ସିଜିପିଏ ନମ୍ବର ରଖିଛନ୍ତି । ସେହିଭଳି ଲୋକେଶ ଚୌଧୁରୀ ସପ୍ତମ ସ୍ଥାନ ହାସଲ କରିବା ସହ ୯.୦୩ ସିଜିପିଏ ନମ୍ବର ରଖିଛନ୍ତି। ସେହିଭଳି ବିଷ୍ଣୁପ୍ରିୟା ସୁବୁଦ୍ଧି ଅଟମ ସ୍ଥାନ ହାସଲ କରିବା ସହ ୯.୦୨ ସିଜିପିଏ ନମ୍ବର ରଖିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!