ଗ୍ରୀଷ୍ମ ବିକାଶ ବଢ଼ିଲା ଦୁଇଦିନ : ୨୧ରେ ଖୋଲିବ ସ୍କୁଲ୍‌

1 min read
Spread the love

ସାରା ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଗ୍ରୀଷ୍ମ ପ୍ରକୋପ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରୀଷ୍ମ ଛୁଟିକୁ ଦୁଇଦିନ ବଢ଼ା ଦିଆଯାଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ଚିଠି ଅନୁଯାୟୀ ୨୧ ଜୁନ୍‌ରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବ ବୋଲି ଜଣାପଡ଼ିଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମ ଅବକାଶ ବଢ଼ାଇଛନ୍ତି। 

Leave a Reply

Your email address will not be published. Required fields are marked *

error: Content is protected !!