ଲାଏନ୍ସ କ୍ଲବ୍‌ ପାନପୋଷ ପକ୍ଷରୁ ଦୁଇଦିନିଆ ବୈଠକ ଅଗ୍ରସେବ ଭବନରେ ଆରମ୍ଭ

1 min read
Spread the love

ଲାଏନ୍ସ କ୍ଲବ୍‌ ପାନପୋଷ, ରାଉରକେଲା ପକ୍ଷରୁ ସ୍ଥାନୀୟ ଅଗ୍ରସେନ ଭବନ ପରିସରରେ ଦୁଇଦିନିଆ ବୈଠକ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ ଆବାହକ ଚରନସିତ ହୁରାଙ୍କ ଆବାହକ୍ୱତରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରବିବାର ଉଦ୍‌ଯାପିତ ହେବ। ଏହି ଦୁଦିଦିନିଆ କାର୍ଯ୍ୟକ୍ରମରେ ନେତୃତ୍ୱ ବିକାଶ, ବୈଠକ ଆୟୋଜନର କଳା, ଉନ୍ନତ ଯୋଗାଯୋଗ ସମ୍ପର୍କୀତ ଆଲୋଚନା ସହିତ ଲାଏନ୍ସ କ୍ଲବ୍‌ର ବିଭିନ୍ନ ବର୍ଗର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ମଧ୍ୟରେ ମତ ବିନିମୟ ସମ୍ପାନ ଆୟୋଜିତ ହେଉଛି। ଏଥିରେ ରାଉରକେଲା ସହରର ବିଭିନ୍ନ ଲାଏନ୍ସ କ୍ଲବ୍‌ର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!