ଆଦିବାସୀ ସୋସିଓ ଇକୋନୋମିକ  ଡେଭଲପ୍‌ମେଣ୍ଟ ଟ୍ରଷ୍ଟ ପକ୍ଷରୁ ରେଳ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

1 min read
Spread the love

ରଉରକେଲା ସହରର ଅନ୍ୟତମ ସାମାଜିକ ସଙ୍ଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦିବାସୀ ସୋସିଓ ଇକୋନୋମିକ  ଡେଭଲପ୍‌ମେଣ୍ଟ ଟ୍ରଷ୍ଟ ପକ୍ଷରୁ ବଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାନଗର ନିଗମ ସମ୍ମୁଖରେ ଥିବା ପାର୍କରେ ଏହି ଅବସରରେ ହୋଇଥିବା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଙ୍ଗଠନର ସଭାପତି ଲଳିତା ସାମଦଙ୍କ ନେତୃତ୍ୱରେ ହୋଇଥିଲା। ଏଥିରେ ସଙ୍ଗଠନର ସାଧାରଣ ସମ୍ପାଦକ ରାଜ ନନ୍ଦିନୀଙ୍କ ସମେତ୍ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!