ଢେଙ୍କାନାଳ ପୈାରପାଳିକା ନୂତନ ପୈାରନିର୍ବାହୀ ଅଧିକାରୀ ଯୋଗଦାନ

1 min read
Spread the love

ଢେଙ୍କାନାଳ ପୌରପାଳିକାରେ  ନୂତନ  ପୈାରନିର୍ବାହୀ ଅଧିକାରୀ ଭାବେ ଯୋଗଦେଇଛନ୍ତି  ଦେବି ପ୍ରସାଦ ରାଉତ। ଏହା ପୂର୍ବରୁ ସେ ଭଦ୍ରକ ପୈାରପାଳିକାରେ କାର୍ଯ୍ୟ କରୁଥିଲେ।  ଢେଙ୍କାନାଳ ପୈାରପାଳିକାରେ ନୂତନ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଓ ଆଗକୁ ଉନ୍ନତିକର କାମ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀ ରାଉତ।

Leave a Reply

Your email address will not be published. Required fields are marked *

error: Content is protected !!