ଅପରାଧ ଜିଲ୍ଲା ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କଲେ ଯୁବକ 1 min read 2 years ago admin Spread the love ରାଉରକେଲା ସହରର ଡେଲି ମାର୍କେଟ ନିକଟ ଦେଇ ଯାଇଥିବା ରେଳ ଲାଇନ ଉପରେ ଶୋଇ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଯୁବକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ସକାଳ ପ୍ରୟ ୮ଟା ସମୟରେ ଏହି ଘଟଣା ଘଟିଛି। Post Views: 138 Continue Reading Previous ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଓ ଇସ୍ପାତ ମାର୍କେଟର ବ୍ୟବସାୟୀଙ୍କ ସହିତ ଆଲୋଚନାNext ଢେଙ୍କାନାଳ ପୈାରପାଳିକା ନୂତନ ପୈାରନିର୍ବାହୀ ଅଧିକାରୀ ଯୋଗଦାନ