ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଓ ଇସ୍ପାତ ମାର୍କେଟର ବ୍ୟବସାୟୀଙ୍କ ସହିତ ଆଲୋଚନା

1 min read
Spread the love

ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ରାଉରକେଲା ସହରର ଇସ୍ପାତ ମାର୍କେଟ ପରିଦର୍ଶନ କରି ସେଠାକାର ବିଭିନ୍ନ ବର୍ଗର ବ୍ୟବସାୟୀ ଭାଇ ଭଉଣୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ବ୍ୟବସାୟୀମାନେ ସେମାନଙ୍କର ବ୍ୟକ୍ତିଗତ ଏବଂ ସାମାଜିକ ସମସ୍ୟା ଉପରେ ସୁଚନା ଦେଇଥିଲେ। ଶ୍ରୀ ସେଠୀ ମାର୍କେଟ କମିଟି  ସଦସ୍ୟଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଏ ନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି  ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!