ଦୁଇଟି କାର୍‌ ମଧ୍ୟରେ ମୁହାମୁହିଁ ଧକ୍କା : ଅଳ୍ପକେ ବର୍ତ୍ତିଲେ ଦୁଇ କାର୍‌ ଚାଳକ

1 min read
Spread the love

ରାଉରକେଲା ସହରର ପାନପୋଷ ରୋଡ୍‌ରେ ଥିବା ସରକାରୀ ସ୍ବୟଂଶାଶିତ ମହାବିଦ୍ୟାଳୟ ସମ୍ମୁଖରେ ବୁଧବାର ରାତ୍ରରେ ଦୁଇଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସୌଭାଗ୍ୟବଶତଃ ଏହି ଧକ୍କାରେ କାର୍‌ ଦୁଇଟିର ଚାଳକ ବର୍ତ୍ତିଯାଇଛନ୍ତି । ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ କାର୍‌ ଦୁଇଟିର ଅନେକ ଅଂଶ ଭାଙ୍ଗିଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!