ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଙ୍ଗଠନ ପକ୍ଷରୁ ଟଙ୍କ ତୋରାଣୀ ବଣ୍ଟନ

1 min read
Spread the love

ରାଉରକେଲା ସହରର ସରକାରୀ ହସ୍‌ପିଟାଲ ନିକଟରେ ସାମାଜିକ ସଙ୍ଗଠନ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଙ୍ଗଠନ ପକ୍ଷରୁ ଟଙ୍କ ତୋରାଣୀ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସଙ୍ଗଠନର ସ୍ଥାନୀୟ ଶାଖା ମୁଖ୍ୟ ମହମ୍ମଦ ପରବେଜଙ୍କ ନେତୃତ୍ୱରେ ସଙ୍ଗଠନର ସଦସ୍ୟମାନେ ଏହି ଅବସରରେ ଶହ ଶହ ପଥଚାରୀଙ୍କୁ ପ୍ରବଳ ଗରମ ଉପଲକ୍ଷେ ଟଙ୍କ ତୋରାଣି ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଦସ୍ୟମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!