ରାଉରକେଲାରେ ଖୋଲିଲା ଜାତୀୟସ୍ତରର କ୍ରୀଡ଼ା ଉତ୍ପାଦ ସାମଗ୍ରୀ ଷ୍ଟୋର୍‌ କିଟକୋ : ସୁମିତ ସିଂହଙ୍କୁ ପ୍ରୋତ୍ସାହନ ଘୋଷଣା

1 min read
Spread the love

ଜାତୀୟ ସ୍ତରର କ୍ରୀଡ଼ା ସାମଗ୍ରୀ ଉତ୍ପାଦ ସଂସ୍ଥା‘କିଟ୍‌କୋ’ ର ଏକ ଷ୍ଟୋର୍‌ ରାଉରକେଲା ସହରର ଉଦିତ ନଗରଠାରେ ଖୋଲିଛି୤ ଏହି ଷ୍ଟୋର୍‌ରେ ଜଣେ କ୍ରୀଡ଼ାବିତ୍‌ଙ୍କ ପାଇଁ ଆବଶ୍ୟକ ବିଭିନ୍ନ କ୍ରୀଡ଼ା ସାମଗ୍ରୀ ଯଥା ପୋଷାକ, କ୍ରୀଡ଼ା ସାମଗ୍ରୀ ଆଦି ଉପଲବ୍ଧ ହେଉଛି୤ ଏହି ଷ୍ଟୋର୍‌ରେ ବିଭିନ୍ନ ବର୍ଗର କ୍ରୀଡ଼ା ସାମଗ୍ରୀ ଉପଲବ୍ଧ ହେଉଛି୤ ଏହି ଅବସରରେ କିଟ୍‌କୋ ସଂସ୍ଥା ପକ୍ଷରୁ ରାଉରକେଲାର ଅଲ୍‌ଟ୍ରା ରନର ସୁମିତ ସିଂହ ଙ୍କୁ ପ୍ରୋତ୍ସାହନ ଦେବା ଘୋଷଣା କରାଯାଇଛି୤ ଏହା ସହିତ ଏହି ଅବସରରେ ଦୁଇକିଲୋମିଟର ବ୍ୟାପି ଏକ ୱାକାଥନ ଆୟୋଜିତ ହୋଇଥିଲା୤ ଏହି ଅବସରରେ ଗଣାମାଧ୍ୟମ ପ୍ରତିନିଧିଙ୍କୁ ସ୍ବତନ୍ତ୍ରଭାବେ ଉତ୍ସାହିତ କରାଯାଇଥିଲା୤

Leave a Reply

Your email address will not be published. Required fields are marked *

error: Content is protected !!