ଟିଟିଲାଗଡ଼ ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଅଧିକାରଙ୍କୁ ମରଣାନ୍ତକ ଆକ୍ରମଣ
1 min read
ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଥାନା ଅନ୍ତର୍ଗତ ତୁରଲା ଗ୍ରାମ ନିକଟସ୍ଥ ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଅଧିକାରୀ ଯୁକ୍ତେଶ୍ଵର ମହାପାତ୍ରଙ୍କୁ ତିନି ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି। ଆକ୍ରମଣର କାରଣ ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଆହତ ଶ୍ରୀ ମହାପାତ୍ର ଙ୍କ ପ୍ରାରମ୍ଭିକ ଚିକିତ୍ସା କରଜାଇଥିବା ବେଳେ ସ୍ଥାନୀୟ ନିଯୁକ୍ତି କୁ ନେଇ ତିନି ଜଣ ଆକ୍ରମଣ କରି ଥିବା ଚର୍ଚ୍ଚା ହେଉଛି।