କଂଗ୍ରେସ ନେତା ପ୍ରଶାନ୍ତ ସେଠୀଙ୍କ ଦ୍ବାରା ଆସ ବସ୍ତିକୁ ଯିବା କାର୍ଯ୍ୟକ୍ରମ
1 min read
ରଘୁନାଥପଲ୍ଲୀ ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଆସ ଵସ୍ତି କୁ ଯିବା କାର୍ଯ୍ୟକ୍ରମ ରେ ତର୍କରା, ଗୁଡ଼ିଆ ଟୋଲୀ, ଟାଟା ବସ୍ତି ଆଦି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳ ର ସମସ୍ୟା ଉପରେ ଅବଗତ ହୋଇଥିଲେ । ବିଶେଷ କରି ଭତ୍ତା ପାଇବାରୁ ବଞ୍ଚିତ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସହାୟତା ନିମନ୍ତେ ଶ୍ରୀ ସେଠୀ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଏହିସବୁ ଅଞ୍ଚଳବାସୀଙ୍କର ମୁଖ୍ୟସମସ୍ୟା ପାନୀୟ ଜଳ ପାଇଁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ।