ରାଉରକେଲା ସରକାରୀ ଡାକ୍ତରଖାନାରେ ବହୁ ପ୍ରତିକ୍ଷିତ ରେଷ୍ଟ ସେଡ୍ ନିର୍ମାଣ ଶେଷ
1 min read
ସେମାନଙ୍କ ସମ୍ପର୍କୀୟ ରାଉରକେଲା ସରକାରୀ ଡକ୍ତରଖାନା ବା ଆର୍ଜିଏଚ୍କୁ ଆସିଥାନ୍ତି ଏହି ଡାକ୍ତରଖାନାରେ ଅମ୍ମୁଖ ଭାଗରେ ଖରା ଓ ବର୍ଷା ଯୋଗୁଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସମସ୍ୟାରେ ପଡ଼ୁଥିଲେ ଏହାକୁ ଦୃଷ୍ଟିରେ ରଖି ସମ୍ମୁଖଭାଗରେ ରେଷ୍ଟ୍ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି ଏହା ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଆଉ ସମସ୍ୟାରେ ପଡ଼ିବେ ନାହିଁ ବୋଲି ଆଶା କରାଯାଉଛି