ରାଉରକେଲାରେ ମୋହିନୀ ଏକାଦଶୀ ଉପଲକ୍ଷେ ଶ୍ୟାମ ନିଶାନ ଶୋଭାଯାତ୍ରା ଆୟୋଜିତ

1 min read
Spread the love

ପବିତ୍ର ମୋହିନୀ ଏକାଦଶୀ ପାଳନ ଉପଲକ୍ଷେ ରାଉରକେଲା ସହରର ମୁଖ୍ୟ ରାସ୍ତାରେ ଶ୍ୟାମ ନିଶାଣ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି୤ ଏଥିରେ ବିଜୟ ଗୋଏଲ , ପ୍ରଦୀପ ଅଗ୍ରୱାଲ , ବିନୋଦ ଗୋଏଲ , ରୀନା ଅଗ୍ରୱାଲ ଓ ସୁନିତା ଗୋଏଲ ପ୍ରମୁଖ ଯୋଗଦେଇଥିଲେ୤ ପୌରାନିକ ଓ ଧାର୍ମିକ କଥା ଅନୁସାରେ ଏହି ଏକାଦଶୀ ବିଷ୍ଣୂଙ୍କ ଉପାସନା ପାଇଁ ଉଦ୍ଦିଷ୍ଟ୤ ଏହା ସହିତ ଏହି ଏକାଦଶୀ ବୈଶାଖ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ପାଳିତ ହୋଇଥାଏ୤ ଏହିଦିନ ରୀତିନୀତି ଅନୁଯାୟୀ ଏକଦାଶୀ ପାଳନ କଲେ ପରିବାରେ ଶୁଖଶାଣ୍ତି ଆସିଥାଏ ବୋଲି ବିଶ୍ବାସ ରହିଛି୤

Leave a Reply

Your email address will not be published. Required fields are marked *

error: Content is protected !!