ଉଦିତ ନଗର ମିନି ଷ୍ଟାଡିୟମ ପରିସରରେ ଆରମ୍ଭ ହେଲା ଗ୍ରୀଷ୍ମକାଳୀନ ଫୁଟ୍‌ବଲ୍‌ ଶିବିର ଆରମ୍ଭ

1 min read
Spread the love

ରାଉରକେଲା ସହରର ଉଦିତ ନଗର ମିନି ଷ୍ଟାଡିୟମ ପରିସରରେ ଆରମ୍ଭ ହେଲା ଗ୍ରୀଷ୍ମକାଳୀନ ଫୁଟ୍‌ବଲ୍‌ ଶିବିର ଆରମ୍ଭ ହୋଇଛି୤ କଳିଙ୍ଗ ସ୍ପୋର୍ଟ୍ସ ଫେଡେରେସନ କ୍ରୀଡ଼ା ସଙ୍ଗଠନ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ଶିବିର ମାଧ୍ୟମରେ ୪୭୫ ଜଣ ବାଳକ ବାଳିକାଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଛି୤ ଏଥିପାଇଁ ମୋଟ ୩୨ଜଣ ପ୍ରଶିକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି୤ ନିକଟରେ ନବୀକୃତ ହୋଇଥିବା ଏହି ମିନି ଷ୍ଟାଡିୟମ୍‌ ମାଧ୍ୟମରେ ବିଭିନ୍ନ ପ୍ରକାରର କ୍ରୀଡ଼ାର ପ୍ରଚାର ଓ ପ୍ରସାର ବ୍ୟବସ୍ଥା ହୋଇଛି୤

Leave a Reply

Your email address will not be published. Required fields are marked *

error: Content is protected !!