ବନ୍ଧମୁଣ୍ଡା ‘ଡି’ ବ୍ଲକ୍ ପାଣିଟାଙ୍କି ଅଞ୍ଚଳରେ ଚାଲିଛି ଫିଟ୍ନେସ୍ ପାର୍କ ନିର୍ମାଣ
1 min read
ରାଉରକେଲା ସହରର ବନ୍ଧମୁଣ୍ଡା ‘ଡି’ ବ୍ଲକ୍ ପାଣିଟାଙ୍କି ଅଞ୍ଚଳରେ ଚାଲିଛି ଫିଟ୍ନେସ୍ ପାର୍କ ନିର୍ମାଣ କିଛିଦିନ ପୂର୍ବରୁ ଏହି ପାର୍କ ନିର୍ମାଣକୁ ନେଇ ବିଧାୟକ ସାରଦା ନାୟକ ଦାବି କରିଥିଲେ ଏହାପରେ ମହାନଗର ନିଗମ ପକ୍ଷରୁ ନିର୍ମାଣ କାର୍ଯ୍ୟ ପାଇଁ ଆରମ୍ଭ ହୋଇଥିଲା କାର୍ଯ୍ୟ ଗୁରୁବାର ଏହି କାର୍ଯ୍ୟକୁ ବିଜୁ ଜନତା ଦଳର ସ୍ଥାନୀୟ ନେତା ଚନ୍ଦନ ତରାଇ ଓ ଅବିନାଶ ୟାଦବ ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ବିଜୁ ଜନତା ଦଳର ନେତା ଡି ଅଭିକ କୁମାର ଓ ବି ବର୍ଦ୍ଦେଶ୍ବର ରାଓଙ୍କ ସମେତ ଦଳର କର୍ମୀ ସୁପ୍ରିୟା ତନ୍ତି, ସୋମା ଦେ, ମଞ୍ଜୁ ସିଂହ, ବିନୋଦିନି ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ